ଏଠାରେ ହୃଦରୋଗୀଙ୍କ ପାଇଁ ଚାଲିଛି ମାଗଣା ଚିକିତ୍ସା ! ବିଦେଶରୁ ବଡ ବଡ ଡାକ୍ତର ଆସି ଦେଉଛନ୍ତି ଚିକିତ୍ସା ।

Advertisment
ଏଠାରେ ହୃଦରୋଗୀଙ୍କ ପାଇଁ ଚାଲିଛି ମାଗଣା ଚିକିତ୍ସା ! ବିଦେଶରୁ ବଡ ବଡ ଡାକ୍ତର ଆସି ଦେଉଛନ୍ତି ଚିକିତ୍ସା ।

indianexpress.com

ଏଭଳି ବହୁ ଜଟିଳ ରୋଗ ଅଛି ଯାହାର ପ୍ରଭାବରେ ରୋଗୀ ଦୁର୍ବଳ ହେବା ସହ ପରିବାରରେ ମଧ୍ୟ ଅର୍ଥର ଅଭାବ ଦେଖାଯାଏ ଅର୍ଥାତ୍ ରୋଗୀକୁ ଠିକ୍ କରିବା ପାଇଁ ପରିବାର ଲୋକଙ୍କୁ ଆର୍ଥୀକ ସମସ୍ୟା ଦେଇ ଗତି କରିବାକୁ ପଡେ ଏହି ରୋଗମାନଙ୍କ ଭିତରୁ ହୃଦରୋଗ ହେଉଛି ଏକ ପ୍ରମୁଖ ରୋଗ ଯେଉଁ କାରଣରୁ ରୋଗୀ ଶାରୀରିକ ଏବଂ ଆର୍ଥିକ ସ୍ତରରେ ମଧ୍ୟ ଖୁବ୍ ଦୁର୍ବଳ ହୋଇଯାଏ ତେବେ ବର୍ତ୍ତମାନ ସମୟରେ ହୃଦଘାତର ଚିକିତ୍ସା ପାଇଁ ଲୋକଙ୍କ ପକେଟରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଉଛି ଗରିବଶ୍ରେଣୀର ଲୋକ ଚିକିତ୍ସା ପାଇଁ ଟଙ୍କା ଯୋଗାଡିପାରୁ ନଥିବାରୁ ଅକାରଣରେ ଜୀବନ ହାନି ମଧ୍ୟ ହେଉଛି ତେବେ ଏଭଳି ସମସ୍ୟାରୁ ଲୋକଙ୍କୁ ମୁକୁଳାଇବା ପାଇଁ ହୃଦରୋଗର ମାଗଣା ଚିକିତ୍ସା ସେବା ଆରମ୍ଭ କରାଯାଇଛି

 publive-image

ଏଥିପାଇଁ ରୋଟାରୀ କ୍ଲବ୍ କାନପୁର ଇଣ୍ଡଷ୍ଟ୍ରିଆଲ୍ ତରଫରୁ ଏକ ଚାରିଟି କେୟାର୍ ଆରମ୍ଭ କରାଯାଇଛି ଯେଉଁଠାରେ ପ୍ରତି ରବିବାର ନାରାୟଣୀ ଧର୍ମଶାଳାରେ ଏହି ଶିବିର ଲାଗିବ ଓପିଡିରେ ବିଦେଶରୁ ବଡ ବଡ ଡାକ୍ଟର ଆସି ମାଗଣାରେ ଚିକିତ୍ସା କରିବେ ଏହି କାମ ପାଇଁ ଏକ ଫଣ୍ଡ ତରଫରୁ ଟଙ୍କା ଆସେ ଯାହାଦ୍ୱାରା ନିଃଶୁଳ୍କ ଭାବରେ ରୋଗୀଙ୍କ ଚିକିତ୍ସା କରାଯାଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe