ଏଭଳିବହୁଜଟିଳରୋଗଅଛିଯାହାରପ୍ରଭାବରେରୋଗୀଦୁର୍ବଳହେବାସହପରିବାରରେମଧ୍ୟଅର୍ଥରଅଭାବଦେଖାଯାଏ।ଅର୍ଥାତ୍ରୋଗୀକୁଠିକ୍କରିବାପାଇଁପରିବାରଲୋକଙ୍କୁଆର୍ଥୀକସମସ୍ୟାଦେଇଗତିକରିବାକୁପଡେ।ଏହିରୋଗମାନଙ୍କଭିତରୁହୃଦରୋଗହେଉଛିଏକପ୍ରମୁଖରୋଗ।ଯେଉଁକାରଣରୁରୋଗୀଶାରୀରିକଏବଂଆର୍ଥିକସ୍ତରରେମଧ୍ୟଖୁବ୍ଦୁର୍ବଳହୋଇଯାଏ।ତେବେବର୍ତ୍ତମାନସମୟରେହୃଦଘାତରଚିକିତ୍ସାପାଇଁଲୋକଙ୍କପକେଟରୁଲକ୍ଷଲକ୍ଷଟଙ୍କାଖର୍ଚ୍ଚହୋଇଯାଉଛି।ଗରିବଶ୍ରେଣୀରଲୋକଚିକିତ୍ସାପାଇଁଟଙ୍କାଯୋଗାଡିପାରୁନଥିବାରୁଅକାରଣରେଜୀବନହାନିମଧ୍ୟହେଉଛି।ତେବେଏଭଳିସମସ୍ୟାରୁଲୋକଙ୍କୁମୁକୁଳାଇବାପାଇଁହୃଦରୋଗରମାଗଣାଚିକିତ୍ସାସେବାଆରମ୍ଭକରାଯାଇଛି।
ଏଥିପାଇଁରୋଟାରୀକ୍ଲବ୍କାନପୁରଇଣ୍ଡଷ୍ଟ୍ରିଆଲ୍ତରଫରୁଏକଚାରିଟିକେୟାର୍ଆରମ୍ଭକରାଯାଇଛି।ଯେଉଁଠାରେପ୍ରତିରବିବାରନାରାୟଣୀଧର୍ମଶାଳାରେଏହିଶିବିରଲାଗିବ।ଓପିଡିରେବିଦେଶରୁବଡବଡଡାକ୍ଟରଆସିମାଗଣାରେଚିକିତ୍ସାକରିବେ।ଏହିକାମପାଇଁଏକଫଣ୍ଡତରଫରୁଟଙ୍କାଆସେଯାହାଦ୍ୱାରାନିଃଶୁଳ୍କଭାବରେରୋଗୀଙ୍କଚିକିତ୍ସାକରାଯାଏ।