ଆମମାନଙ୍କଭିତରେଏମିତିଅନେକଲୋକଅଛନ୍ତି, ଯେଉଁମାନେଖାଲିବ୍ରେଡ୍ ଖାଇବାକୁପସନ୍ଦକରନ୍ତିନାହିଁ।ସେମାନେବ୍ରେଡକୁତାଓ୍ଵାରେସେକିବାମାଇକ୍ରୋଭନରେଗରମକରିଖାଆନ୍ତି।ହେଲେଆପଣକ’ଣଜାଣନ୍ତିପୋଡାବ୍ରେଡଖାଇବାସ୍ୱାସ୍ଥ୍ୟପକ୍ଷେକ୍ଷତିକାରକ।
ନିକଟରେପ୍ରକାଶପାଇଥିବାଏକରିପୋର୍ଟଅନୁଯାୟୀ, ଯେଉଁଖାଦ୍ୟପଦାର୍ଥରେଅଧିକମାତ୍ରାରେଶର୍କରାଥାଏ, ତା’କୁଅଧିକତାପମାତ୍ରାରେଗରମକରାଗଲେ, ସେଥିରୁଏକ୍ରିଲୋମାଇଡ୍ ନାମକଏକରାସାୟନିକଦ୍ରବ୍ୟନିର୍ଗତହୋଇଥାଏ।ଏହାଫଳରେଶରୀରରେକର୍କଟରୋଗହେବାରଆଶଙ୍କାବଢ଼ିଯାଏ।ବ୍ରେଡରେଆମିନୋଏସିଡ୍ ବିଥାଏ।ଏହାକୁଗରମକଲେପେଟଖରାପହେବାରଆଶଙ୍କାବିଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/Brain-tumour-713681.jpg)
/kanak/media/post_attachments/wp-content/uploads/2019/01/burnt_toast-300x169.jpg)