କୋରାପୁଟରୁ ୧୯୩ କେଜି ଗଞ୍ଜେଇ ଜବତ, ୩ଗିରଫ । ୨ ହଜାର ୫୬୦ ନଗଦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କଲା ପୁଲିସ

Advertisment
କୋରାପୁଟରୁ ୧୯୩ କେଜି ଗଞ୍ଜେଇ ଜବତ, ୩ଗିରଫ । ୨ ହଜାର ୫୬୦ ନଗଦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କଲା ପୁଲିସ

କନକ ବ୍ୟୁରୋ : ୧୯୩ କେଜି ଗଞ୍ଜେଇ ସହ ୩ ଜଣକୁ ଗରିଫ କରିଛି କୋରାପୁଟ ବୈପାରିଗୁଡ଼ା ପୁଲିସ୍ । ବୈପାରୀଗୁଡ଼ା ଲକ୍ଷ୍ମୀପୁର ଛକରେ ଗାଡ଼ି ଯାଂଚ୍ ବେଳେ ଏହି ଗଞ୍ଜେଇ ଜବତ ହୋଇଛି । ଗିରଫ ବ୍ୟକ୍ତିମାନଙ୍କଠାରୁ ୨ ହଜାର ୫୬୦ ନଗଦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କରିଛି ପୁଲିସ୍ । ଗାଡ଼ିଟି ବୈପାରୀଗୁଡ଼ାରୁ ଉତରପ୍ରଦେଶ ଗଜେଇ ଚାଲାଣ କରାଯାଉଥିବା ପୁଲିସ ସୂଚନା ଦେଇଛି । ସେହିପରି ଲମତାପୁଟ ପୁଲିସ୍ କଡ୍ର ଛକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୧୪୦ କେଜି ଗଞ୍ଜେଇ ସହ ୩ ଜଣକୁ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe