ଧିରେ ଧିରେ କାୟା ମେଲାଉଛି କରୋନା । ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ଆଉ ୨୫ ଜିଲ୍ଲାରୁ ୭୩୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୮୧ ଚିହ୍ନଟ ହୋଇଥିବା ବେଳେ ୨୫୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ପ୍ରତିଥର ଭଳି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ।
ଆଜି ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୂଚୀ : ଅନୁଗୁଳ – ୨୨, ବାଲେଶ୍ୱର – ୩୩, ବରଗଡ଼ – ୩, ଭଦ୍ରକ - ୫. ବଲାଙ୍ଗୀର – ୪, ବୌଦ୍ଧ : ୮, କଟକ – ୨୭, ଢେଙ୍କାନାଳ – ୧ , ଗଜପତି – ୩୯, ଗଞ୍ଜାମ - ୨୪୭, ଜଗତସିଂହପୁର – ୪୦, ଯାଜପୁର – ୪୦, କଳାହାଣ୍ଡି – ୨, କେନ୍ଦ୍ରାପଡ଼ା – ୭ ,ଖୋର୍ଦ୍ଧା – ୧୦୭ , କେନ୍ଦୁଝର – ୧ , କୋରାପୁଟ – ୪୫ , ମାଲକାନଗିରି – ୧୮ , ମୟୁରଭଞ୍ଜ - ୧୨ , ନବରଙ୍ଗପୁର – ୧ , ନୟାଗଡ଼ – ୧୦ , ପୁରୀ – ୧୪ ଚିହ୍ନଟ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/07/8-16.jpg)