କନକ ବ୍ୟୁରୋ : ଗଜପତି ମୋହନାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଗୁଲୁବା ବାମୁଣମଲା ଘାଟିରେ ବାରସାମ୍ୟ ହରାଇ ଓଲଟି ପଡିଛି । ୨୦ରୁ ଅଧିକ ଯାତ୍ରୀ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୫ ଆହତଙ୍କୁ ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଓଲଟିଲା ଯାତ୍ରୀବାହୀ ବସ୍ : ୧୫ ଆହତଙ୍କୁ ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
/kanak/media/post_attachments/wp-content/uploads/2023/10/vlcsnap-2023-10-02-12h50m09s939.jpg)