ଆଣ୍ଡ୍ରଏଡ୍ ଫୋନଗୁଡ଼ିକ ସାଧାରଣ ଫୋନ୍ ତୁଳନାରେ ଖୁବ୍ ଶୀଘ୍ର ଖରାପ ହୋଇଥାନ୍ତି । ତାହାର ଏକମାତ୍ର କାରଣ ହେଉଛି ଆପ୍ । ଏମିତି କିଛି ଆପ୍ ରହିଛି ଯାହାକୁ ଫୋନରେ ରଖିବା ଦ୍ୱାରା ଫୋନ୍ ହ୍ୟାଙ୍ଗ୍ ହେବା ସହ ଖରାପ ବି ହୋଇଯାଇଥାଏ । ତାହାଲେ ଚାଲନ୍ତୁ ଜାଣିବା ସେ ଆପଗୁଡିକ କ’ଣ ଯାହାକୁ ଆମେ ଫୋନ୍ରେ ଥିଲେ ହଠାଇ ଦେବା । ଭୁଲରେ ବି ନିଜ ଫୋନରେ ସେ ଆପଗୁଡିକୁ ଡାଉନ୍ଲୋଡ କରିବା ନାହିଁ । ଆପଣଙ୍କର ମନେ ଥିବ ୨୦୧୭ ଗୁଗୁଲ୍ ଘୋଷଣା କରିଥିଲା ସେ କମ୍ପାନି ପ୍ଲେଷ୍ଟରୁ ୭୦୦,୦୦୦ ଅଯଥା ଆପ୍ ଡିଲିଟ୍ କରି ଦେଇଥିଲ । ଚଳିତବର୍ଷ ବି କେତେକ ଗବେଷକ ସେହିପରି କିଛି ସୂଚନା ପ୍ରଦାନ କରିଛନ୍ତି । ଗୁଗୁଲ୍ ପ୍ଲେ ଷ୍ଟୋରରେ ରହିଥିବା କିଛି ଆପ୍ ମାଲ୍ଓ୍ଵାର ସାଜି ଫୋନକୁ ପ୍ରଭାବିତ କରନ୍ତି । ଯେଉଁ ଆପଗୁଡିକ ଆମେ ଫୋନରେ ରଖିବା ନାହିଁ ତାହା ନିମ୍ନରେ ଦିଆଯାଇଛି ।
ଭାଇରସ କ୍ଲିନର୍ ଆଣ୍ଟିଭାଇରସ୍ ୨୦୧୭-କ୍ଲିନ୍ ଭାଇରସ୍ ବୁଷ୍ଟର୍, ସୁପର୍ ଆଣ୍ଟି ଭାଇରସ୍ ଆଣ୍ଡ୍ ଭାଇରସ୍ କ୍ଲିନର୍, ଏଚ୍ଆଣ୍ଟିଭାଇରସ୍-ସିକ୍ୟୁରିଟି, ଆଣ୍ଟିଭାଇରସ୍-୨୦୧୮, ଆଣ୍ଟିଭାଇରସ୍ କ୍ଲିନ୍, ସିକ୍ୟୁରିଟି ଆଣ୍ଟି ଭାଇରସ୍-୨୦୧୮, ମାକ୍ସ ସିକ୍ୟୁରିଟି, ଆଣ୍ଟି ଭାଇରସ୍ ସିକ୍ୟୁରିଟି ଫ୍ରି, ସମ୍ଦଭ୍ ଆଣ୍ଟିଭାଇରସ୍ ଫର୍ ଆଣ୍ଡ୍ରଏଡ୍, ଟିଭି ଆଣ୍ଟି ଭାଇରସ୍ ଫ୍ରି+ଆପ୍ ଲକ୍, ସୁପର୍ ସିକ୍ୟୁରିଟି ଆଣ୍ଟିଭାଇରସ୍, ଆଣ୍ଟି ଭାଇରସ୍ ଫ୍ରି+ ଭାଇରସ୍ କ୍ଲିନର୍+ସୁକ୍ୟୁରିଟି ଆପ୍, ୩୬୦ ସିକ୍ୟୁୟର୍ ଆଣ୍ଟି ଭାଇରସ୍, ଆଣ୍ଟି ଭାଇରସ୍ ଆଣ୍ଡ୍ ଆଣ୍ଟି ଭାଇରସ୍ ରିମୁଭର୍୨୦୧୮, କାରା ସିକ୍ୟୁରିଟି, ମ୍ୟାନେଜର୍, ଆଣ୍ଟିଭାଇରସ୍, ମାଷ୍ଟର୍ ଆ୍ଣ୍ଟି ଭାଇରସ୍ ବୁଷ୍ଟର୍ ଆପ୍ ଲକ୍, ସ୍ମାର୍ଟ ସିକ୍ୟୁରିଟି ଆଣ୍ଟି ଭାଇରସ୍, ଆଣ୍ଟି ଭାଇରସ୍ ୨୦୧୭ ଆଣ୍ଡ୍ ଭାଇରସ୍ ରିମୁଭାଲ୍, ଏନର୍ଜି ଆଣ୍ଟି ଭାଇରସ୍ କ୍ଲିନର୍, ଆଣ୍ଟି ଭାଇରସ୍ ମାଷ୍ଟର୍ ଆପ ଲକ ପ୍ରୋ, ଆଲ୍ଲାଦିନ ଆଣ୍ଡ୍ ଆନ୍ସିଏଣ୍ଟ୍ ମ୍ରାଜିକ୍ ଲ୍ୟାମ୍ପ, ଦ ମନିଂ ଆଣ୍ଡ୍ ଇଭିନିଂ, ଗେମ୍ ବିଲିଆର୍ଡ୍ସ, ଗେମ୍ ଗର୍ଲ୍ସ, ପିଆନୋ ଗେମ୍, ଜେନେରାଲ୍ କଲ୍ଚର୍ ଗେମ୍, ଗେମ୍ ଇୟୋର୍ସେଲ୍ଫ, ମଲ୍ଟିପ୍ଲିକେସନ୍ ଟେବଲ୍ ଗେମ୍, ଗେମ୍ ସେସନ୍, ଗେମ୍ ପ୍ରୋଟେକ୍ଟର୍ ହୋମ୍, ଏ ଲାଇଯ୍ ଗେମ୍ ଅନ୍ ଦ ମ୍ୟାସିନ୍, ଚିଲଡ୍ରେନ୍ ପୋଲିସ୍, ଚେସ୍ ଗେମ୍ ଉଇଥ୍ଆଉଟ୍ ନେଟ୍, ବିଉଟିଫୁଲ୍ ଫଟୋସ୍, ଲଭ୍ ରୋମାନ୍ସ ପିକ୍ଚର୍, ଆରବ୍ ପିକ୍ଚର୍ସ, ଦ କପ୍ ରିଡର୍, କ୍ୟୁୁଆର୍ କୋଡ ସ୍କାନ୍ ବେଷ୍ଟ୍, ସ୍ମାର୍ଟ କମ୍ପାସ୍ ଇତ୍ୟାଦି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/64470648.jpeg_thump.jpg)
/kanak/media/post_attachments/wp-content/uploads/2018/10/apple-iphone-x-0-980x620-300x190.jpg)