ସରିଲା ନିର୍ବାଚନ, ଆସିଲା ଫଳାଫଳ । ଜାଣନ୍ତୁ ଆପଣଙ୍କ ଅଂଚଳର କିଏ ହେଲେ ବିଧାୟକ

Advertisment
ସରିଲା ନିର୍ବାଚନ, ଆସିଲା ଫଳାଫଳ । ଜାଣନ୍ତୁ ଆପଣଙ୍କ ଅଂଚଳର କିଏ ହେଲେ ବିଧାୟକ

କନକ ବ୍ୟୁରୋ: ସରିଲା ୨୦୧୯, ଆସିଲା ଫଳାଫଳ ଆଉ ସବୁଥର ଭଳି ଚଳିତ ଥର ମଧ୍ୟ ଓଡିଶାରେ ବାଜି ମାରିଛି ବିଜେଡି । ୨୧ ଲୋକସଭା ଆସନ ଏବଂ ୧୪୬ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନରେ ବହୁମତ ପାଇ ପୁଣି ଥରେ କ୍ଷମତାକୁ ଫେରିଛି ବିଜୁ ଜନତା ଦଳ । ତେବେ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ପୁଣି ଥରେ ସରକାର ଗଢିବ ବୋଲି ଯେଉଁ ଦମ୍ଭୋକ୍ତି ଦଳୟ ସୁପ୍ରିମୋ ବାଢିଥିଲେ ତାକୁ କାମରେ କରି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ୧୪୬ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନରେ କେଉଁ ଆସନରେ କେଉଁ ଦଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ତାର ପୂରା ତଥ୍ୟ ଆମେ ନିମ୍ନରେ ଦେଇଛୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe