ଜୟପୁରରେ ୮ ଦିନ ପାଇଁ ୧୪୪ ଧାରା। ଅପରାହ୍ଣ ୩କୁ ସକାଳ ୯ଟା ଯାଏ କଟକଣା।

ଜୟପୁରରେ ୮ ଦିନ ପାଇଁ ୧୪୪ ଧାରା। ଅପରାହ୍ଣ ୩କୁ ସକାଳ ୯ଟା ଯାଏ କଟକଣା।

କନକ ବ୍ୟୁରୋ: ଜୟପୁରରେ ୮ ଦିନ ପାଇଁ ୧୪୪ ଧାରା । ସାରା ସବଡିଭିଜନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଅପ୍ରେଲ ୧୩ରୁ ୨୦ ଯାଏ ଏହି କଟକଣା ବଳବତ୍ତର ରହିବ । ଅପରାହ୍ଣ ୩ଟାରୁ ପରବର୍ତ୍ତି ଦିନ ସକାଳ ୯ ଯାଏ କଟକଣା ଜାରିକରାଯାଇଛି । ସକାଳ ୯ଟାରୁ ଅପରାହ୍ଣ ୩ଟା ଯାଏ କଟକଣା କୋହଳ କରାଯିବ । ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀକୁ ନଜରରେ ରଖି ନିଆଯାଇଛି ନିଷ୍ପତ୍ତି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe