ମାଲକାଗିରି ଛତିଶଗଡ଼ ସୀମାରେ ୧୨୨ ମାଓବାଦୀଙ୍କ ଆତ୍ମସମର୍ପଣ

Advertisment
ମାଲକାଗିରି ଛତିଶଗଡ଼ ସୀମାରେ ୧୨୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାଗିରି : ମାଲକାଗିର ଛତିଶଗଡ଼ ସୀମାରେ ୧୨୨ ମାଓବାଦୀଙ୍କ  ଆତ୍ମସମର୍ପଣ । ଏମାନଙ୍କ ମଧ୍ୟରେ ୧୦ ଜଣ ହାଡକୋର ମାଓବାଦୀ, ୫୧ ଜଣ ମିଲିସିଆ, ୮ ଜଣ ମହିଳା ମାଓବାଦୀ ଥିବା ସୂଚନା ମିିଳିଛି । ବସ୍ତର ଆଇଜି, ସୁକମା ଜିଲ୍ଲାପାଳ ଓ ଏସ୍ପିଙ୍କ ନିକଟରେ ଏହି ମାଓବାଦୀ ମାନେ ଆତ୍ମସପର୍ମଣ କରିଛନ୍ତି । ବିସ୍ଫୋରଣ ସମେତ ବିଭିନ୍ନ ମାଓ କାର୍ଯ୍ୟକଳାପରେ ଏମାନେ ସଂପୃକ୍ତ ଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe