ଏନଏସି ଦାବିରେ ବନ୍ଦ ପାଳନ । ଜଗତସିଂହପୁର କୁଜଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଡାକରା ।

Advertisment
ଏନଏସି ଦାବିରେ ବନ୍ଦ ପାଳନ । ଜଗତସିଂହପୁର କୁଜଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଡାକରା ।

କନକ ବ୍ୟୁରୋ: ଏନଏସି ଦାବିରେ ବନ୍ଦ ପାଳନ । ଜଗତସିଂହପୁର କୁଜଙ୍ଗରେ ୧୨ ଘଣ୍ଟିିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ ହେଉଛି । ଅଞ୍ଚଳର ବଜାରଘାଟ ବନ୍ଦ ଥିବା ଦେଖିବାକୁ ମିଳିଛି । ରାସ୍ତାଘାଟ ଖାଲି ରହିଛି । ସେପଟେ ସୁବର୍ଣ୍ଣପୁର ଉଲୁଣ୍ଡାରେ ମଧ୍ୟ ବନ୍ଦ ପାଳନ କରାଯାଉଛି । ଉଲୁଣ୍ଡାକୁ ଏନଏସି ଘୋଷଣା, ଜେଏମଏଫସି କୋର୍ଟ ଓ ସୈନିକ ସ୍କୁଲ ଦାବିରେ ସଚେତନ ନାଗରିକ ମଂଚ ତରଫରୁ ବନ୍ଦ ପାଳନ ହୋଇଛି । ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe