କିଡନୀ ସହ ଜଡିତ ଥିବା ରୋଗରେ ଯେୁଉଁଠି ସନ୍ତୁଳିତ ଆହାରର ଆବଶ୍ୟକତା ରହିଛି ସେଠାରେ ଆୟୁର୍ବେଦର ମଧ୍ୟ ଆବଶ୍ୟକତା ରହିଛି । ଏଥିପାଇଁ ‘ନ୍ୟାସନାଲ୍ କିଡନୀ ଫାଉଣ୍ଡେସନ୍ ଆଣ୍ଡ୍ ଦ ଏକାଡେମୀ ଅଫ୍ ନ୍ୟୁଟ୍ରିସିୟନ୍ ଡାଇଟିକ୍ସ’ କିଡନୀ ସମସ୍ୟାରେ ଜଡିତ ରୋଗୀଙ୍କ ପାଇଁ ‘ମେଡିକାଲ୍ ନ୍ୟୁଟ୍ରିସିୟନ୍ ଥେରାପୀ’ ର ସୁପାରିସ କରିଛନ୍ତି । ଫାଉଣ୍ଡେସନର କହିବା ଅନୁଯାୟୀ ଯଦି କିଡନୀ ରୋଗୀଙ୍କୁ ହର୍ବାଲ୍ ପଦାର୍ଥରେ ପରିପୂର୍ଣ୍ଣ ଖାଦ୍ୟ ଖାଇବାକୁ ଦିଆଯାଏ ତେବେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ।
ହେଲଥ୍ ଏକ୍ସପର୍ଟଙ୍କ ମୁତାବକ, ‘ନିରି କେଏଫଟି’ ନାମକ ଏକ ଆୟୁର୍ବେଦିକ ଔଷଧ ରକ୍ତରେ ସିରମ୍ କ୍ରିଏଟିନିନ୍ ,ୟୁରିକ ଏସିଡ୍ ତଥା ଇଲେକ୍ଟ୍ରୋଲେଟସର ସ୍ତରରେ ସୁଧାର ଆଣିଥାଏ । ଯେଉଁଥିପାଇଁ କିଡନୀ ରୋଗୀଙ୍କ ମଧ୍ୟରେ ଏହି ଔଷଧକୁ ବହୁଳ ଭାବରେ ବ୍ୟବହାର କରାଯାଉଛି । ‘ନିରି କେଏଫଟି’କୁ ଏମିଲ୍ ଫାର୍ମାସୟୁଟିକଲ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏଥିରେ ପୁନର୍ନବା ନାମକ ଏଭଳି ଏକ ଚେର ରହିଛି ଯାହା କିଡନୀର କ୍ଷତିଗ୍ରସ୍ଥ କୋଷିକାକୁ ଠିକ୍ କରିବାର ସାମର୍ଥ୍ୟ ରଖୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/Capture-27.jpg)
/kanak/media/post_attachments/wp-content/uploads/2018/08/maxresdefault-22-300x169.jpg)