source : Cadena Política
ହ୍ୱାଟସଆପରେ ଏବେ ଏକ ବଡ ପରିବର୍ତ୍ତନ ୟୁଜର୍ସଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଲୋକଙ୍କ କହିବାନୁସାରେ ହ୍ୱାଟସଆପ ବ୍ଲକ କରିଥିବା ଲୋକଙ୍କ ତରଫରୁ ମଧ୍ୟ ଏବେ ମେସେଜ୍ ଆସିବାରେ ଲାଗିଛି । ହ୍ୱାଟସଆପରେ ଏଭଳି ପରିବର୍ତ୍ତନରେ ୟୁଜର୍ସ ଅସନ୍ତୁଷ୍ଟତା ପ୍ରକାଶ କରିଛନ୍ତି । ଏହି ଅସୁବିଧା ଆଇଫୋନ୍ ସହ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନରେ ମଧ୍ୟ ଦେଖାଯାଉଛି । /kanak/media/post_attachments/wp-content/uploads/2018/05/ûûû-221x300.jpg) ଏଭଳି ଏକ ଖବରର ଜାନକାରୀ ଟ୍ୱିଟରରେ ଜଣେ ମହିଳା ୟୁଜର୍ସ ଦେଇ ସମସ୍ତଙ୍କୁ ସତର୍କ କରାଇଛନ୍ତି । ମହିଳାଙ୍କ କହିବାନୁସାରେ ହ୍ୱାଟସଆପର ଏକ ନୁତନ ବଗ୍ କାରଣରୁ ଏଭଳି ପରିସ୍ଥିତି ଦେଖାଦେଇଛି ।
ଏଭଳି ଏକ ଖବରର ଜାନକାରୀ ଟ୍ୱିଟରରେ ଜଣେ ମହିଳା ୟୁଜର୍ସ ଦେଇ ସମସ୍ତଙ୍କୁ ସତର୍କ କରାଇଛନ୍ତି । ମହିଳାଙ୍କ କହିବାନୁସାରେ ହ୍ୱାଟସଆପର ଏକ ନୁତନ ବଗ୍ କାରଣରୁ ଏଭଳି ପରିସ୍ଥିତି ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2018/05/whatsapp-reu.jpg)