କନକ ବ୍ୟୁରୋ : ବଦଳିଲା ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକ । ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକ ଶ୍ରୀକାନ୍ତ ତରାଇ ।
ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକଙ୍କ କହିବା ଅନୁଯାୟୀ, ଲକଡାଉନ୍ ଚାଲୁଥିବାରୁ ବହି ବିକ୍ରୟ ହୋଇପାରିନାହିଁ । ଲକଡାଉନ୍ ପରେ ବହି ବିକ୍ରୟ ଆରମ୍ଭ ହେବ । କରୋନା ଭାଇରସ ମୁକାବିଲା ପାଇଁ ସାରା ଦେଶ ଲକଡାଉନ୍ ଥିବା ବେଳେ ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ବଳବତ୍ତର ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/Matric-exam-1-620x330.jpg)