ରାଜ୍ୟରେ କେମିତି ଚାଲିଛି ୧୦୮ ଆମ୍ବୁଲାନ୍ସ ସେବା ! ଉପାନ୍ତ ଅଂଚଳର ରୋଗୀଙ୍କୁ ଘରୁ ଆଣି ହସ୍ପିଟାଲରେ ମାଗଣାରେ ପହଂଚାଇବା ପାଇଁ ସରକାରଙ୍କ ଏହି ଯୋଜନାର କେତେ ଲାଭ ପାଉଛନ୍ତି ଲୋକ । ତାର କେତୋଟି ଉଦାହରଣ ଆପଣଙ୍କ ସାମ୍ନାରେ ରଖିବାକୁ ପ୍ରୟାସ କରିଛି କନକ ନୁ୍ୟଜ । ଏଭଳି ଅଭାବନୀୟ ଚିତ୍ର ଦେଖିବା ପରେ, ସାରା ରାଜ୍ୟରେ ମାଗଣା ଆମ୍ବୁଲାନ୍ସ ସେବାର କାର୍ଯ୍ୟକାରିତା ନେଇ ଥରେ ଭଲଭାବେ ସମୀକ୍ଷା କରି ଦେଖିବେ ବୋଲି ଆଶା ।
ଅଧିକ ତଥ୍ୟ ପାଇଁ ଦେଖନ୍ତୁ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/04/l-i-c.jpg)