ଲକଡାଉନ ଭିତରେ ଭୁବନେଶ୍ୱର ଓ କଟକରେ ଚାଲିବ ଓଲା । ୧୦୦ଟି ଓଲା କ୍ୟାବକୁ କମିଶନରେଟ ପୁଲିସ ଅନୁମତି ଦେଇଥିବା ସୂଚନା । କେବଳ ଅସୁସ୍ଥମାନଙ୍କୁ ହସ୍ପିଟାଲ ନେବା ପାଇଁ ଚାଲିପାରିବ ଏହି କ୍ୟାବ

Advertisment
ଲକଡାଉନ ଭିତରେ ଭୁବନେଶ୍ୱର ଓ କଟକରେ ଚାଲିବ ଓଲା । ୧୦୦ଟି ଓଲା କ୍ୟାବକୁ କମିଶନରେଟ ପୁଲିସ ଅନୁମତି ଦେଇଥିବା ସୂଚନା । କେବଳ ଅସୁସ୍ଥମାନଙ୍କୁ ହସ୍ପିଟାଲ ନେବା ପାଇଁ ଚାଲିପାରିବ ଏହି କ୍ୟାବ

କନକ ବ୍ୟୁରୋ: ତାଲା ବନ୍ଦ ଭିତରେ ଟୁଇନ ସିଟିରେ ଗଡିବ ଓଲା ଗାଡି । ଜରୁରୀକାଳୀନ ସେବା ପାଇଁ ୧୦୦ ଗାଡିକୁ ଅନୁମତି ଦେଇଛି କମିଶନରେଟ ପୁଲିସ । ଓଲା କେବେଠୁ ଚାଲିବ ତାହାର ନିଷ୍ପତ୍ତି ସରକାର ନେବେ ବୋଲି ସୂଚନା ମିଳିଛି ।

publive-image

ତେବେ କେବଳ ଅସୁସ୍ଥ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାକୁ ଏହି କ୍ୟାବ୍ ଚଳାଚଳ କରିବ ଏବଂ ଏକ ନିର୍ଦିଷ୍ଟ ରାସ୍ତାରେ ଚଳାଚଳ କରିବ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ଏହାର ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ଏବଂ ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe