ସିଧାସଳଖ ବିମାନ ସେବା ପାଇଁ ଆଉ ଏକ ପଦକ୍ଷେପ। ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ଯୋଡିବା ପାଇଁ ୧୦୦ କୋଟି।

ସିଧାସଳଖ ବିମାନ ସେବା ପାଇଁ ଆଉ ଏକ ପଦକ୍ଷେପ। ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ଯୋଡିବା ପାଇଁ ୧୦୦ କୋଟି।

କନକ ବ୍ୟୁରୋ: ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ ପରି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ସିଧାସଳଖ ବିମାନ ସେବା ପାଇଁ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ଚଳିତ ଆର୍ଥିକ ବର୍ଷରେ ଏଥିପାଇଁ ଶହେ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଓଡିଶାକୁ ବିଶ୍ୱ ସହ ସଂଯୋଗର ଅଭିନବ ପ୍ରୟାସକୁ ନେଇ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଦୁବାଇକୁ ବିମାନ ଚଳାଚଳ କରିବା ଦ୍ୱାରା ମଧ୍ୟପ୍ରାଚ୍ୟ, ୟୁରୋପ ଏବଂ ଅନ୍ୟାନ୍ୟ ଦେଶକୁ ଦ୍ୱାର ଉନ୍ମୁକ୍ତ ହେବ । ସେହିଭଳି ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ବିମାନ ଚଳାଚଳ, ଓଡିଶା ପାଇଁ ଦକ୍ଷିଣ ପୂର୍ବ ଦେଶଗୁଡିକ ଦ୍ୱାର ଉନ୍ମୁକ୍ତ କରିଛି । ଓଡିଶା ସହ ଭାବର ଆଦାନପ୍ରଦାନ ତଥା ଯୋଗାଯୋଗ ପାଇଁ ଏହି ଶହେ କୋଟି ଟଙ୍କାକୁ ବନିଯୋଗ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe