କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା କୁଆକୁଣ୍ଡା ଗାଁରେ ଦେଖାଦେଇଛି ହାଇରିଆ ଆତଙ୍କ । ଜଣେ ଡାଇରିଆ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ୧୦ ଜଣ ୠକ୍ଷନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମୃତକ ଜଣକ ରାଜକୁମାର ଗୌଡଙ୍କ ପୁଅ ବଳରାମ ବୋଲି ଜଣାପଡ଼ିଛି । ଲଖନପୁର ଓ ଝାରସୁଗୁଡ଼ାରୁ ଡାକ୍ତରୀ ଟିମ୍ ଆସି ଗାଁରେ ପହଂଚିଛନ୍ତି । କାରଣ ଅନୁଧ୍ୟାନ ପାଇଁ ମେହିକାଲ ଟିମ୍ ପଠାଯାଇଥିବା କହିଲେ ଝାରସୁଗୁଡ଼ା ସିଡିଏମଓ ।