କନକବ୍ୟୁରୋ: ଆଜି ସାରା ଦେଶରେ ବିଜେପିର ଦବଦବା ଦେଖିବାକୁ ମିଳିଛି । ଅନେକ ରାଜ୍ୟରେ ବିଜେପି ଆଗୁଆ ରହିଥିବା ବେଳେ ହିମାଚଳ ମଣ୍ଡି ଆସନରେ ବିଜେପି ଆଗୁଆ ରହିଥିବା ଦେଖିବାକୁ ମିଳିଛି । ପ୍ରଥମ କରି ସେ ମଇଦାନରେ ନିର୍ବାଚନ ଲଢୁଥିବା ବେଳେ ସେ ୭୦ ହଜାର ଭୋଟ ରେ ଆଗୁଆ ଅଛନ୍ତି