କନକବ୍ୟୁରୋ : ସ୍କୁଲ ପରେ ଏବେ ଡାକ୍ତରଖାନାକୁ ଆସିଲା ଧମକ । ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାକୁ ବୋମାରେ ଉଡାଇଦେବାକୁ ଆସିଛି ଇମେଲ । ଘଟଣା ପରେ ବିଭିନ୍ନ ସ୍ଥାନରେ କୋକୁଆ ଭୟ ଦେଖାଦେଇଛି ।ମଙ୍ଗଳବାର ସକାଳୁ ସୂଚନା ଅନୁସାରେ ଦୀପଚାନ୍ଦ ବନ୍ଧୁ, ଜିଟିବ, ଦାଦା ଦେବ, ଘରୋଇ ଡାକ୍ତରଖାନାକୁ ଧମକ ପୂର୍ଣ୍ଣ ଇମେଲ ଆସିବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା । ଅନ୍ୟପଟେ ତିହାର ଜେଲ ପ୍ରଶାସନ ଅଫିସିଆଲ ଇମେଲକୁ ଆସିଛି ଧମକ ପୂର୍ଣ୍ଣ କଲ ।