କନକ ବ୍ୟୁରୋ: ସହିଦ ରାକେଶ ଦୋଭାଲଙ୍କୁ ଶେଷ ସମ୍ମାନ ।  ଶୁକ୍ରବାର ଦିନ ପାକିସ୍ତାନ ଅସ୍ତବିରତି ଉଲ୍ଲଂଘନ ବେଳେ ସହିଦ ହୋଇଥିଲେ ବିଏସଏଫ ସବ ଇନସପେକ୍ଟର ରାକେଶ ଦୋଭାଲ । ଶ୍ରୀନଗରରେ ସହିଦ ରାକେଶ ଦୋଭାଲଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।  ଉତରାଖଣ୍ଡ ଋଷିକେଶରେ  ରାକେଶଙ୍କ ଘର । ରାକେଶଙ୍କ ସହିଦ ହେବା ଖବର ଆସିବା ପରେ ପରିବାରର ଦୁଃଖର  ଲହରୀ ଖେଳିଯାଇଛି ।  ଘରେ ରାକେଶଙ୍କ ପତ୍ନୀ ଓ ୧୦ ବର୍ଷର ଝିଅ ଅଛନ୍ତି ।

Advertisment