ରାହୁଲ ନୁହେଁ ସ୍ମୃତିକୁ ହରାଇଲେ କଂଗ୍ରେସର ସିପାହୀ ।

514

କନକ ବ୍ୟୁରୋ :ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନରେ ଆମେଠୀରୁ ହାରିବା ପରେ ୨୦୨୪ ନିବାଚନରେ କଂଗ୍ରେସ ତାର ରଣନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଆମେଠୀରୁ ସୃତି ଇରାନୀ ଓ କଂଗ୍ରେସ ସିପାହୀ କେଏଲ ଶର୍ମାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଆମେଠୀରେ ସ୍ୃତି ଇରାନୀ ୧ ଲକ୍ଷ ଭୋଟରେ କେଏଲ ଶର୍ମା ଙ୍କ ଠାରୁ ପରାଜିତ ହୋଇଛନ୍ତି । ଏହାପରେ ଉତ୍ତରପ୍ରଦଶେ କୁ ଏକ ଶକ୍ତ ଧକ୍କା ଲାଗିଛି ।