କନକ ବ୍ୟୁରୋ: ରାସ୍ତାକଡ଼ରେ ଯୁବତୀଙ୍କୁ ଫିଙ୍ଗିଦେଇ ଚାଲିଗଲେ । ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତାକଡ଼ରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଜଣ ଯୁବକ ସ୍କୁଟିରେ ଯୁବତୀଙ୍କୁ ଆଣି ରାସ୍ତାକଡ଼ରେ ଫୋପାଡି ଦେଇ ଚାଲିଯିବାର ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ତେବେ ଯୁବତୀଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ମୃତଦେହ ନିକଟରୁ ଏକ ବ୍ୟାଗ ଉଦ୍ଧାର କରାଯାଇଛି । କୁଆଖିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରାସ୍ତାକଡରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର: ଯାଜପୁର ଦିଆଲଖଣ୍ଡି ରାସ୍ତାରେ ଯୁବତୀଙ୍କୁ ସ୍କୁଟିରେ ଆଣି ଫିଙ୍ଗିଥିବା କହିଲେ ପ୍ରତ୍ୟେକ୍ଷଦର୍ଶୀ
/kanak/media/post_attachments/wp-content/uploads/2021/01/13-26.jpg)