କନକ ବ୍ୟୁରୋ: ରାଜନଗର ଓକିଲପାଲି ଗାଁରେ ଅଘଟଣ । ଧାନ ଖଳାରେ ନିଆଁ ଲାଗି ୩ବର୍ଷର ଶିଶୁ ଜୀବନ୍ତ ଦଗ୍ଧ । ବାପା, ମା’ ଓ ୧୨ ବର୍ଷର ଝିଅ ଗୁରୁତର ଭାବେ ଆହତ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ରମାକାନ୍ତ ସାଉଁଟିଙ୍କ ୩ବର୍ଷର ଝିଅ କ୍ରିଷ୍ଣା ।
ରାଜନଗର ଓକିଲପାଲି ଗାଁରେ ଅଘଟଣ । ଧାନ ଖଳାରେ ନିଆଁ ଲାଗି ୩ବର୍ଷର ଶିଶୁ ଜୀବନ୍ତ ଦଗ୍ଧ
/kanak/media/post_attachments/wp-content/uploads/2020/05/fire-1.jpg)