କନକ ବ୍ୟୁରୋ: ଆମ ଓଡିଶା କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି ଆମ ଓଡିଶା ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ । ସେହିପରି ସମ୍ବାଦ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି, ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ । ଜାତୀୟ ପତାକା ଉତ୍ତୋଳନ କରି ସୌମ୍ୟରଂଜନ କହିଛନ୍ତି, ଆଜି ଗଣମାଧ୍ୟମ ଓ ସୂଚନାର ବିସ୍ଫୋରଣ ଘଟିଛି । ସେହିପରି କରୋନା ଯୋଦ୍ଧାଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।
ଆଜି ୭୨ତମ ସାଧାରଣତନ୍ତ୍ର ଦିବସ: ସମ୍ବାଦ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ ଅନୁଷ୍ଠିତ
/kanak/media/post_attachments/wp-content/uploads/2021/01/Screen-Shot-2021-01-26-at-9.42.17-AM.png)