ଗଂଜାମ : ଦୁଇ ଦିନର ଚିକିତ୍ସା ପରେ ଆଖି ବୁଜିଲା ହାତୀ ଛୁଆ । ଗଂଜାମ ଜିଲ୍ଳା ଭଂଜନଗର ସୋରଡା ବନାଚଂଳ ଗାଜଲବାଡି ଗଡପଙ୍କାଳ ସ୍ଥିତ ନାଳରୁ ହାତୀ ଛୁଆ ଉଦ୍ଧାର ହୋଇଥିଲା । ଉଦ୍ଧାର ପରେ ହାତୀ ଛୁଆଟିର ଅସୁସ୍ଥ ଥିବାରୁ ତାର ଚିକତ୍ସା ଚାଲିଥିଲା । କିନ୍ତୁ ବହୁ ଉଦ୍ୟମ ସତ୍ୱେ ହାତୀ ଛୁଆଟିକୁ ବଂଚାଇବାରେ ବିଫଳ ହୋଇଛନ୍ତି ଚିକିତ୍ସକ ।
ଚିକିତ୍ସକଙ୍କ ଉଦ୍ୟମ ବିଫଳ : ଦୁଇ ଦିନ ପରେ ଆଖିବୁଜିଲା ହାତୀଛୁଆ
/kanak/media/post_attachments/wp-content/uploads/2016/04/Elephant-3.png)