କନକ ବ୍ୟୁରୋ : ଦିଲ୍ଲୀ ଗସ୍ତ ପୂର୍ବରୁ ବିଜେପି କାର୍ଯ୍ୟକାରିଣୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି କାର୍ଯ୍ୟକାରିଣୀ ଓଡ଼ିଶାରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବିଜେଡି ସାଂସଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ କେନ୍ଦ୍ରମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ ବୈଠକରେ ଯୋଗଦେବି ନବୀନ ।
ବିଜେପି କାର୍ଯ୍ୟକାରିଣୀ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ! କହିଲେ, ଓଡିଶା ରାଜନୀତି ଉପରେ ପଡିବନି କୌଣସି ପ୍ରଭାବ
/kanak/media/post_attachments/wp-content/uploads/2017/04/Screen-shot-2017-04-07-at-1.11.54-PM.png)