ଭାରତୀୟ କାଶ୍ମୀର ଓ ପାକ୍ ଅଧିକୃୃତ କାଶ୍ମୀର ମଧ୍ୟରେ କାହାର ସ୍ଥିତି ରହିଛି ଅଧିକ ସୁଦୃଢ, ଆସନ୍ତୁ ଜାଣିବା ?

40

କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନ ମଧ୍ୟରେ ସବୁବେଳେ ଏକ ଚର୍ଚ୍ଚିତ ପ୍ରସଙ୍ଗ ରହିଛି । ପାକ ଅଧିକୃୃତ କାଶ୍ମୀର ମୂଳ କଶ୍ମୀରର ସେହି ଭାଗ ଅଟେ, ଯାହା ଉପରେ ପାକିସ୍ତାନ ୧୯୪୭ରେ ଆକ୍ରମଣ କରି ଅଧିକାର କରି ନେଇଥିଲେ । ସେବେଠାରୁ ତାହାକୁ ପାକ୍ ଅଧିକୃୃତ କାଶ୍ମୀର (ପିଓକେ) ନାମରେ ଜଣାଯାଏ । ୨.୨୨ ଲକ୍ଷ ବର୍ଗକିମିର କାଶ୍ମୀରର ୩୦ ପ୍ରତିଶତ ଭାଗରେ ପାକିସ୍ତାନ ଓ ୧୦ ପ୍ରତିଶତ ଚୀନର ଅବୈଧ କବଜା ରହିଛି । ଏହାର ୬୦ ପ୍ରତିଶତ ଅଛି ଭାରତ ପାଖରେ । ଯଦି ଆମେ ଧ୍ୟାନ ଦେବା ସ୍ପଷ୍ଟ ଜାଣିପାରିବା ଭାରତର କାଶ୍ମୀର, ପାକିସ୍ତାନ ଅଧିକୃତ କାଶ୍ମୀର ଠାରୁ ବହୁତ ଅଧିକ ସମୃଦ୍ଧ ଅବସ୍ତାରେ ରହିଛି । ଆସନ୍ତୁ ଜାଣିବା ଏହାର ଏକ ସବିଶେଷ ବିବରଣୀ ।

୧.କ୍ଷେତ୍ରଫଳ ଭାରତୀୟ କାଶ୍ମୀର- ୧୦୧୩୮୭ ବର୍ଗକିମି , ପାକ ଅଧିକୃତ କାଶ୍ମୀର- ୧୩,୨୯୭ ବର୍ଗକିମି

୨.ଜନସଂଖ୍ୟା- ଭାରତୀୟ କାଶ୍ମୀର-୧୨୫ କୋଟି, ପାକ ଅଧିକୃତ କାଶ୍ମୀର-୪୬ କୋଟି

୩.ଜିଲ୍ଲା- ଭାରତୀୟ କାଶ୍ମୀର- ୨୨, ପାକ୍ ଅଧିକୃତ କାଶ୍ମୀର-୧୦

୪.ରାଜଧାନୀ- ଭାରତୀୟ କାଶ୍ମୀର-ଜମ୍ମୁ ( ଅକ୍ଟୋବରରୁ ମାର୍ଚ୍ଚ ଯାଏଁ ), ଶ୍ରୀନଗର (ମାର୍ଚ୍ଚ ରୁ ଅକ୍ଟୋବର ଯାଏଁ )
ପାକ ଅଧିକୃତ କାଶ୍ମୀର- ମୁଜଫରାବାଦ

୫.ବିଧାନେସଭା ସିଟ୍- ଭାରତୀୟ କାଶ୍ମୀର -୮୭, ପାକ ଅଧିକୃତ କାଶ୍ମୀର-୪୯

୬.ବଜେଟ୍- ଭାରତୀୟ କାଶ୍ମୀର-୮୦୦୦୦ କୋଟି, ପାକ ଅଧିକୃତ କାଶ୍ମୀର-୪୫୦୦ କୋଟି

୭.ସ୍ୱାସ୍ଥ୍ୟ ଖର୍ଚ୍ଚ – ଭାରତୀୟ କାଶ୍ମୀର .୩୦୩୭ କୋଟି, ପାକ ଅଧକୃତ କାଶ୍ମୀର ୨୯୦ କୋଟି

୮.ବିମାନ ବନ୍ଦର- ଭାରତୀୟ କାଶ୍ମୀର -୪, ପାକ୍ ଅଧକୃତ କାଶ୍ମୀର-୨

୯.କଲେଜ ଓ ବିଶ୍ୱବିଦ୍ୟାଳୟ- ଭାରତୀୟ କାଶ୍ମୀର -୩୫, ପାକ ଅଧକୃତ କାଶ୍ମୀର -୬