କନକ ବ୍ୟୁରୋ : ପିଏଚଡି ଡିଭିଜନ-୨ର କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । କିରାଣୀ ପବିତ୍ର ମୋହନ ମହାନ୍ତିଙ୍କ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସର ୪ଟି ଟିମ୍ ଭୁବନେଶ୍ୱର ସମେତ ପୁରୀ ଓ ବ୍ରହ୍ମଗିରିସ୍ଥିତ ବାସଭବନରେ ଛାପା ମାରିଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରାଯାଉ ଥିବା ବେଳେ ବହୁ ଗୁୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଛି ।
ପୁରୀ : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ପିଏଚଡି ଡିଭିଜନ-୨ର କିରାଣୀଙ୍କ ଘରେ ଭିଜିଲାନର ଚଢାଉ
/kanak/media/post_attachments/wp-content/uploads/2017/04/vlcsnap-2017-04-06-11h23m09s924.png)