ରତୁସ୍ରାବ ସମୟରେ ହେଉଥିବା କଷ୍ଟରୁ ଜଣାପଡିବ କେତେ ହେବ ପ୍ରସବ ପୀଡା !

359

ରତୁସ୍ରାବ ସମୟରେ ସବୁ ଝିଅର ଅନୁଭବ ଅଲଗା ଅଲଗା ଥାଏ । କାହାକୁ ଅଧିକ କଷ୍ଟ ହୁଏ ତ କାହାକୁ କମ ହୁଏ । ଅନେକ ଯୁବତୀ ରତୁସ୍ରାବ ସମୟରେ ପ୍ରକୃତିକୁ ଦୋଷ ଦିଅନ୍ତି କାହିଁକି ଆସେ ଏହି ସମୟ ଆସେ ଆଉ ଏତେ କଷ୍ଟ ସହିବାକୁ ପଡେ । କିନ୍ତୁ ଜାଣି ରଖନ୍ତୁ ରତୁସ୍ରାବ ସମୟରେ ଜରିଆରେ ପ୍ରକୃତି ମହିଳାଙ୍କୁ ଜନ୍ମ ଦେବାର କ୍ଷମତା ଦେଇଥାଏ । ଏହାକୁ ଅଧିକ ମହଭୁତ କରରେ ଋତୁୁସ୍ରାବ ପୀଡା, ଯାହାକୁ ଭବିଷ୍ୟତରେ ହେବାକୁ ଥିବା ପ୍ରସବପୀଡା ସହିବାରେ ସାହାଯ୍ୟ କରିବ ।

ରତୁସ୍ରାବ ସହ ପ୍ରସବପୀଡାର କ’ଣ ରହିଛି ସମ୍ପର୍କ ?

ଏକେ ଅଷ୍ଟ୍ରେଲୀୟ ଓମେନ ୱେବସାଇଟରେ ଛପିଥିବା ଏକ ରିପୋର୍ଟ ଅନୁସାରେ ରତୁସ୍ରାବ ସମୟରେ ହେଉଥିବା କଷ୍ଟରୁ ପ୍ରସବପୀଡାର କଷ୍ଟ ଅନୁଭବ କରିହେବ । ଆରମ୍ଭରେ କିଛିି ସମୟ ପାଇଁ ରତୁସ୍ରାବ ଓ ପ୍ରସବ ବେଦନା ଏକ ପ୍ରକାର ଲାଗେ । ଭିନ୍ନତା କେବଳ ଏତିକି ଯେ ରତୁୁସ୍ରାବରେ ପୀଡା ସେମିତି ରହେ କିନ୍ତୁ ପ୍ରସବ ସମୟରେ କଷ୍ଟ ଅଧିକ ବଢେ ।

ରତୁୁସ୍ରାବ କଷ୍ଟ ଓ ପ୍ରସବ ବେଦନା ସହ ରହିଛି ଏକ ସରଳ ସମ୍ପର୍କ । ରତୁୁସ୍ରାବ ସମୟରେ ସର୍ଭିକ୍ସର ଦ୍ୱାର ୧ ସେଣ୍ଟି ମିଟର ଖୋଲିଯାଏ କିିନ୍ତୁ ପ୍ରସବ ସମୟରେ ଏହା ୧୦ ସେଣ୍ଟିମିଟର ହୋଇଯାଏ । ଏହି ଖବର ଅନୁସାରେ ସେହି ଯୁବତୀମାନେ ଅଧିକ ଖୁସି ହେବା ଯାହାକୁ କ୍ଷତୁସ୍ରାବ ସମୟରେ ଅଧòକ କଷ୍ଟ ହêଏନାହିଁ । କାରଣ ତାଙ୍କୁ ଭବିଷ୍ୟତରେ ମଧ୍ୟ ପ୍ରସବ ସମୟରେ କମ କଷ୍ଟର ସମ୍ଭାବନା ରହିଛି । ଏପଟେ ଯେଉଁମାନେ ରତୁସ୍ରାବ ସମୟରେ ଅଧିକ କଷ୍ଟ ପାଆନ୍ତି ସେମାନେ ପ୍ରସବ ସମୟରେ ମଧ୍ୟ ଅଧିକ କଷ୍ଟ ପାଇବାର ସମ୍ଭାବନା ଥାଏ ।