ଓଡ଼ିଶାରେ ଗୋରକ୍ଷା ପ୍ରସଙ୍ଗ ଉଠାଇଲା ବିଜେପି ! ସୁରେଶ ପୂଜାରୀ କହିଲେ, କଡାକଡି ପାଳନ କରାଯାଉ ଗୋରକ୍ଷା ଆଇନ

0

କନକ ବ୍ୟୁରୋ : ଓଡ଼ିଶାରେ ଗୋରକ୍ଷା ପ୍ରସଙ୍ଗ ଉଠାଇଲା ବିଜେପି । ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଲେ, ଓଡ଼ିଶାରେ କଡାକଡା ଭାବେ ପାଳନ କରାଯାଉ ଗୋରକ୍ଷା ଆଇନ । ଗୋହତ୍ୟା ରୋକିବା ପାଇଁ କଡା ନିୟମ ଅଛି ନୂଆ ନିୟମ ଆଣିବାର ଆବଶ୍ୟକତା ନାହିଁ । ଏହି ନିୟମକୁ ରାଜ୍ୟରେ କଡାକଡି ଭାବେ ପାଳନ କରାଯାଉ ବୋଲି କହିଛନ୍ତି ।

Comments are closed.