କନକ ବ୍ୟୁରୋ : ଓଡ଼ିଶାରେ ଗୋରକ୍ଷା ପ୍ରସଙ୍ଗ ଉଠାଇଲା ବିଜେପି । ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଲେ, ଓଡ଼ିଶାରେ କଡାକଡା ଭାବେ ପାଳନ କରାଯାଉ ଗୋରକ୍ଷା ଆଇନ । ଗୋହତ୍ୟା ରୋକିବା ପାଇଁ କଡା ନିୟମ ଅଛି ନୂଆ ନିୟମ ଆଣିବାର ଆବଶ୍ୟକତା ନାହିଁ । ଏହି ନିୟମକୁ ରାଜ୍ୟରେ କଡାକଡି ଭାବେ ପାଳନ କରାଯାଉ ବୋଲି କହିଛନ୍ତି ।
ଓଡ଼ିଶାରେ ଗୋରକ୍ଷା ପ୍ରସଙ୍ଗ ଉଠାଇଲା ବିଜେପି ! ସୁରେଶ ପୂଜାରୀ କହିଲେ, କଡାକଡି ପାଳନ କରାଯାଉ ଗୋରକ୍ଷା ଆଇନ
/kanak/media/post_attachments/wp-content/uploads/2017/04/vlcsnap-2017-04-02-13h19m54s345.png)