ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳତାର ରହସ୍ୟ ! ଜାଣନ୍ତୁ କିପରି ହୋଇଛି ତାଙ୍କର ବ୍ୟକ୍ତିତ୍ୱ ଆକର୍ଷଣୀୟ

45

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନର ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତି । ନରେନ୍ଦ୍ର ମୋଦି ପ୍ରକୃତରେ ଜଣେ ଭଲ ନେତା ହେବା ସହ ସବୁ ଅବସ୍ଥାକୁ ସମ୍ମୁଖୀନ ହେବାପାଇଁ ସବୁବେଳେ ସେ ପ୍ରସ୍ତୁତ । ତାଙ୍କର ଏହି ବ୍ୟକ୍ତିତ୍ୱ କାରଣରୁ ହିଁ ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ପଦରେ ଥିବା ସହ ସାରା ବିଶ୍ୱର ନଜର ତାଙ୍କ ଉପରେ ରହିଛି ।

ମୋଦି ଏବେ ଦେଶର ତା ଦେଶ ବାହାର ଅନେକ ଲୋକଙ୍କ ଆଦର୍ଶ ହୋଇ ଯାଇଛିନ୍ତି । କେବଳ ଭାରତ ବର୍ଷରେ ନୁହଁ ସାରା ଦୁନିଆ କିଏ ନଜାଣେ ତାଙ୍କୁ । କିନ୍ତୁୁ ଏସବୁ କିପରି ସମ୍ଭବ ହୋଇଛି ଆପଣ ଜାଣନ୍ତି କି ? ଆସନ୍ତୁ ଜାଣିବା ତାଙ୍କ ବ୍ୟକ୍ତିତ୍ୱକୁ କିପରି ଆକର୍ଷଣୀୟ କରିଛନ୍ତି ମୋଦି ।

୧. କଡା ପରିଶ୍ରମ – ନରେନ୍ଦ୍ର ମୋଦିଙ୍କ ସଫଳତା ର ସବୁଠାରୁ ବଡ ରହସ୍ୟ ହେଲା ସେ ବହୁତ ପରିଶ୍ରମୀ । ନିର୍ବାଚନ ସମୟରେ ସେ କେବଳ ୩/୪ ଘଣ୍ଟା ଶୋଉଥିଲେ ଏବଂ ପ୍ରଧାନମନ୍ତ୍ରୀ ହେବା ପରେ ବି ନିୟମିତି ସେ ୧୮ ଘଣ୍ଟା କାମ କରନ୍ତି । ପରିଶ୍ରମ କରିବା ଦ୍ୱାରା ଆତ୍ମବିଶ୍ୱାସ ବଢିବା ସହ ସଫଳତାର ରାସ୍ତା ଅେପେ ଆପେ ଖୋଲିଯାଏ ।

୨. ଆତ୍ମବିଶ୍ୱାସ – ନରେନ୍ଦ୍ର ମୋଦିଙ୍କ ପାଖରେ ଅଛି ପ୍ରବଳ ଆତ୍ମବିଶ୍ୱାସ । ସେ ବିପଦକୁ ନଡରି ସବୁବେଳେ ପ୍ରେରିତ ଓ ଉତ୍ସାହିତ ଥାଆନ୍ତି ।

୩. ଠିିକ ସମୟରେ ଠିିକ ନିଷ୍ପତି – ମୋଦିଙ୍କ ସମୟଜ୍ଞାନ ଅଦ୍ଭୁତ ପ୍ରକାର । ସେ ତାଙ୍କର ପ୍ରତ୍ୟେକ ନିଷ୍ପତି ଠିକ ସମୟରେ ନିଅନ୍ତି । ସେଥିପାଇଁ ଆଜେି ସେ ଏତେ ସଫଳ ।

୫.ରଚନାତ୍ମକ ଚିନ୍ତାଧାରା- ମୋଦି ରଚନାତ୍ମକ ଚିନ୍ତଆଧାରା ଅଦ୍ଭୁତ । ସେ ସବୁବେଳେ ସମସ୍ୟାକୁ କିଛି ନୂଆ ଉପାୟରେ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତି ।

୬.ଦେଶକୁ ଅଗ୍ରାଧିକାର- ମୋଦି ତାଙ୍କ ଦଳ ଅପେକ୍ଷା ଆମେ ଦେଶ ଭାରତ ବର୍ଷକୁ ଅଧିକ ଗରୁତ୍ୱ ଦିଅନ୍ତି । ଏହି କଥା ହିଁ ତାଙ୍କୁ ଅନ୍ୟ ରାଜନେତାଙ୍କ ଠାରୁ ତାଙ୍କୁ ସ୍ୱତନ୍ତ୍ର କରାଏ ।

୭.ସମସ୍ତଙ୍କୁ ସାଥିରେ ନେଇ ଚାଲିବା- ମୋଦିଙ୍କ ମନ୍ତ୍ର “ସବକା ସାଥ ସବକା ବିଶ୍ୱାସ” ଆଜି ଆମେରିକାକୁ ମଧ୍ୟ ବହୁତ ପସନ୍ଦ । ମୋଦି ସବେୁବେଳେ ଚେଷ୍ଟା କରନ୍ତି ସମସ୍ତଙ୍କୁ ସାଥିରେ ନେଇ ଆଗେଇବା ପାଇଁ ।

୭.ଅନୁଶାସନ- ଯେବେଠୁ ମୋଦି ସରକାର ଶାସନ ଗାଦି ସମ୍ଭାଳୁଛିି ସେବେ ଠାରୁ ସେ ସୂଚାରୁ ରୂପେ କାମ ଚାଳାଇବା ସହ ନିଜ ସାସଂସଦ ମାନଙ୍କୁ ମଧ୍ୟ କଡା କ୍ଲାସ ନେଇଛନ୍ତି ।

୮.ଶାରୀରିକ ସକ୍ଷମତା- ମୋଦି ଜଣେ ଫିଟ ନେତା । ଏତେ କଡା ପରିଶ୍ରମ କଲେ ମଧ୍ୟ ସେ ଥକନ୍ତି ନାହିଁ । ସେ ସେବୁବେଳେ ଆତ୍ମବଶ୍ୱାସରେ ଭରପୁର ଥାଆନ୍ତି ।