/kanak/media/post_attachments/wp-content/uploads/2017/01/china-300x158.png) ଚୀନ : ଯାଆଁଳା ପିଲାଙ୍କୁ ଦେଖିବାକୁ ଖୁବ୍ ଖୁସି ଲାଗେ । ସେମାନେ ସବୁବେଳେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି । ଏମାନଙ୍କର ଚେହେରା ଓ ଶରୀରର ଆକୃତିରେ ଥାଏ ଏକ ନିଆରପଣ । ଏବଂ ଭଗବାନଙ୍କର ଏ ଭିନ୍ନ ଏକ ବ୍ୟତିକ୍ରମକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।
ଚୀନ : ଯାଆଁଳା ପିଲାଙ୍କୁ ଦେଖିବାକୁ ଖୁବ୍ ଖୁସି ଲାଗେ । ସେମାନେ ସବୁବେଳେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି । ଏମାନଙ୍କର ଚେହେରା ଓ ଶରୀରର ଆକୃତିରେ ଥାଏ ଏକ ନିଆରପଣ । ଏବଂ ଭଗବାନଙ୍କର ଏ ଭିନ୍ନ ଏକ ବ୍ୟତିକ୍ରମକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।
ଆପଣ ଆଖପାଖରେ ଏମିତି ଯାଆଁଳା ପିଲା ଦେଖିଥିବେ । ହେଲେ ଏକାବେଳେ ଗୋଟିଏ ସ୍ଥାନରେ ଅନେକ ଯାଆଁଳା ଶିଶୁ ଜନ୍ମ ହେବାର କେବେ ଦେଖିନଥିବେ । ହେଲେ ଏମିତି ଏକ ସ୍ଥାନ ଅଛି ଚୀନରେ ଯେଉଁଠି ଖାଲି ଯାଆଁଳା ପିଲା ହିଁ ଜନ୍ମ ହେଉଛନ୍ତି ।
ଚୀନର ଚୋଙ୍ଗିଙ୍ଗରେ ଜିୟାଜିଙ୍ଗ ଅଂଚଳରେ ରହିଛି ଏମିତି ଏକ ଅଜବ ଗାଁ । ଏଠାରେ ପ୍ରତି ଘରେ ଯାଆଁଳା ପିଲା ଜନ୍ମ ହୋଇଛନ୍ତି । ଏହି ଗାଁର ୩୬୭ ଘରେ ୩୯ ଯୋଡା ଯାଆଁଳା ପିଲା । ଏଠାରେ ଏହି ଶିଶୁଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।
ଏହାସହ ମଧ୍ୟ ପଢନ୍ତୁ - ଅଜବ ପରମ୍ପରା : ମୃତକର ମାଂସ ବାଣ୍ଟି ନିଅନ୍ତି ଏ ଲୋକେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/35FEF72E00000578-3676772-image-a-14_1467803969809.jpg)