ଚୀନର ଏହି ହୋଟେଲ ଦେଖିବାକୁ ଘୋଡାର ନାଲ ପରି । ଦେଖିଲେ ଆଖି ଲାଖିଯିବ । ସାଂଘାଇରେ ଅଛି ଏହି ହୋଟେଲ । ଏହାର ଆକାର ଆକୃତିକୁ ନେଇ ଏହା ହର୍ସସୁ ହୋଟେଲ ଓ ଡଫନଟ୍ ହୋଟେଲ ନାଁରେ ପରିଚିତ ।
ଯଦିଓ ଏହି ହୋଟେଲ ଦେଖିବାକୁ ଏକ ଘୋଡା ନାଲ ପରି ,ହେଲେ ଏହାର ତଳ ଭାଗ ଦୁଇଟି ବେସମେଂଟ ଲେବଲ ଭାବେ ଯୋଡି ହୋଇଛି । ହୋଟେଲଟି ଟାଇହୁ ହ୍ରଦର କୂଳରେ ଅବସ୍ଥିତ ଏବଂ ୩୨୧ଟି ଗେଷ୍ଟ ରୁମ୍ ଓ ୩୯ଟି ଭିଲ୍ଲା ରହିଛି ଏହି ଭିନ୍ନ ଧରଣର ହୋଟେଲରେ । ଏଭଳି ଏକ ଅଭିନବ ଓ ଆଧୁନିକ ହୋଟେଲକୁ ନେଇ ଚର୍ଚ୍ଚା ।
ଦେଖନ୍ତୁ ଏହି ଭିଡିଓ -
ଏହାସହ ଦେଖନ୍ତୁ -୮୨ ବର୍ଷର ସାର୍ପ ସୁଟର : ରିଭଲଭର ଦାଦି ନାଁରେ ପରିଚିତ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/h-SHERATON-HUZHOU-628x314.jpg)