କନକ ବ୍ୟୁରୋ : ସାପ ସହ ଖେଳ । ମନ୍ଦିରରୁ ଉଦ୍ଧାର ହେଲା ୫ରୁ ଅଧିକ ନାଗ ସାପ । ଦଣ୍ଡ ଯାତ୍ରାରେ ସାମିଲ କରିବା ପାଇଁ ଏହି ସାପକୁ ରଖାଯାଇଥିଲା । ନୟାଗଡ ଜିଲ୍ଲା ରଣପୁର ବନାଂଚଳ ବରମୂଳ ଗାଁରୁ ବନବିଭାଗ ନାଗ ସାପକୁ ଉଦ୍ଧାର କରିଛି । ଦଣ୍ଡ ଯାତ୍ରାରେ ସାମିଲ କରିବା ପାଇଁ ଜଙ୍ଗଲରୁ ଏହି ନାଗ ସାପକୁ ଧରିଥିଲେ ମାନସିକଧାରୀ । ଏହାସହ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅତି ନିର୍ମମ ଭାବେ ଏମାନଙ୍କ ଦାନ୍ତ କଟାଯାଇଥିଲା । ବନବିଭାଗ ଘଟଣାସ୍ଥଳରେ ପହଂଚି ନାଗ ସାପ ଗୁଡିକୁ ଉଦ୍ଧାର କରିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/55-4.jpg)