ଆଜି ଦୁଇ ଦିନିଆ କେରଳ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ! ଆଇଟି ବିଲ୍ଡିଂର କରିବେ ଶିଳାନ୍ୟାସ

16

କନକ ବ୍ୟୁରୋ : ଆଜି ଦୁଇ ଦିନିଆ କେରଳ ଗସ୍ତରେ ଯିବେ ରାଷ୍ଟ୍ରପତି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ନ ୨ଟା ୫୦ରେ ଥିରୁଅନନ୍ତରପୁରମରେ ପହଂଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେରଳରେ ସରକାରୀ ଆଇଟି ବିଲ୍ଡିଂର ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ଆସନ୍ତାକାଲି କେରଳ ହାଇକୋର୍ଟର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।