କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହିଳା ପୁଲିସଙ୍କୁ ଦୁର୍ବ୍ୟବହାର ଘଟଣା । ଅଭିଯୁକ୍ତ ସେବାୟତ ରଘୁ ଖୁଂଟିଆଙ୍କୁ ଗିରଫ କଲା ସିଂହଦ୍ୱାର ଥାନା ପୁଲିସ । ଦୁର୍ବ୍ୟହାର କରାଯାଇଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ ମହିଳା ପୁଲିସ । ଶ୍ରୀମନ୍ଦିର ପରିସରରୁ ସେବାୟତ ରଘୁ ଖୁଂଟିଆଙ୍କୁ ଗିରଫ କରିଛି ପୁଲିସ ।
ଶ୍ରୀମନ୍ଦିରରେ ମହିଳା ପୁଲିସଙ୍କୁ ଦୁର୍ବ୍ୟବହାର ମାମଲା ! ଅଭିଯୁକ୍ତ ସେବାୟତ ରଘୁ ଖୁଂଟିଆ ଗିରଫ
/kanak/media/post_attachments/wp-content/uploads/2017/04/Screen-shot-2017-04-01-at-1.05.03-PM.png)