ଶ୍ରୀମନ୍ଦିରରେ ମହିଳା ପୁଲିସଙ୍କୁ ଦୁର୍ବ୍ୟବହାର ମାମଲା ! ଅଭିଯୁକ୍ତ ସେବାୟତ ରଘୁ ଖୁଂଟିଆ ଗିରଫ

1

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହିଳା ପୁଲିସଙ୍କୁ ଦୁର୍ବ୍ୟବହାର ଘଟଣା । ଅଭିଯୁକ୍ତ ସେବାୟତ ରଘୁ ଖୁଂଟିଆଙ୍କୁ ଗିରଫ କଲା ସିଂହଦ୍ୱାର ଥାନା ପୁଲିସ । ଦୁର୍ବ୍ୟହାର କରାଯାଇଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ ମହିଳା ପୁଲିସ । ଶ୍ରୀମନ୍ଦିର ପରିସରରୁ ସେବାୟତ ରଘୁ ଖୁଂଟିଆଙ୍କୁ ଗିରଫ କରିଛି ପୁଲିସ ।

Comments are closed.