ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହଲିଉଡରେ ନିଜର ଅଭିନୟର ଯାଦୁ ଦେଖାଇବା ପରେ ଏବେ ଦୁନିଆର ସବୁଠାରୁ ସୁନ୍ଦରୀ ମହିଳାଙ୍କ ତାଳିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବୁଜନେଟ ୱେସାଇଟର ଏକ ସର୍ବେକ୍ଷଣ ଅନୁସାରେ ପ୍ରିୟଙ୍କା ଚୋପ୍ରାଙ୍କୁ ତାଙ୍କ ପ୍ରଶଂସକଙ୍କ ଭୋଟ ଆଧାରରେ ଦୁନିଆର ଦ୍ୱିତୀୟ ସବୁଠାରୁ ସୁନ୍ଦରୀ ମହିଳା ବନେଇ ଦିଆଯାଇଛି ।
ସବୁଠାରୁ ସୁନ୍ଦରୀ ମହିଳାଙ୍କ ଦୌଡରେ ହଲିଉଡ ଅଭିନେତ୍ରୀ ଏଞ୍ଜେଲିନା ଜୋଲି ଓ ଏମା ଷ୍ଟୋନଙ୍କୁ ମଧ୍ୟ ପ୍ରିୟଙ୍କା ପଛରେ ପକାଇ ଦେଇଛନ୍ତି । ବିୟନ୍ସ ଦୁନିଆର ସବୁଠାରୁ ସୁନ୍ଦରୀ ମହିିଳା ଭାବେ ପ୍ରଥମ ସ୍ଥାନରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/223.jpg)