ବଢିଲା ପେଟ୍ରୋଲ, ଡିଜେଲ୍ ଦର ! ମଧ୍ୟରାତ୍ରରୁ ହେଲା ଲାଗୁ

0

କନକ ବ୍ୟୁରୋ : ବଢିଲା ପେଟ୍ରୋଲ, ଡିଜେଲ୍ ଦର । ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୩୯ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୪ ପଇସା ବୃଦ୍ଧି ହୋଇଛି । ନୂଆ ଦର ମଧ୍ୟରାତ୍ରରୁ ଲାଗୁ ହୋଇଛି ।

Comments are closed.