କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

222

କନକ ବ୍ୟୁରୋ : ବତ୍ତର୍ମାନ ସମୟରେ ରାଜ୍ୟରେ କୃଷି ଓ କୃଷକକୁ ନେଇ ବିବାଦ ଚାଲିଛି । ଏନେଇ କୃଷିମନ୍ତ୍ରୀ ଦାମୋଦର ରାଉତ କହିଲେ, ଚାଷୀ ମରୁନାହାନ୍ତି, ଭାଗଚାଷୀ ଆତ୍ମହତ୍ୟା କରୁଛନ୍ତି । ଶୋଷଣ ଯୋଗୁଁ ମରୁଛନ୍ତି ଚାଷୀ , ଫସଲହାନୀ ଯୋଗୁଁ ନୁହେଁ ।