କନକ ବ୍ୟୁରୋ : ଅସହ୍ୟ ହେଉଛି ତାତି । ସାରା ରାଜ୍ୟରେ ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିଛି । ତେବେ ଆସନ୍ତା ୨୪ ଘଂଟା ଭିତରେ କାଳବୈଶାଖୀ ଆସିବାର ଅନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୫୦ରୁ ୬୦କିଲୋମିଟର ବେଗରେ ମଧ୍ୟ ପବନ ବହିବ । ଏନେଇ ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।
ଆସନ୍ତା ୨୪ ଘଂଟାରେ କାଳବୈଶାଖୀ ଆଶଙ୍କା ! ପ୍ରଭାବରେ ଘଡିଘଡି ସହ ବର୍ଷା ସମ୍ଭାବନା
/kanak/media/post_attachments/wp-content/uploads/2017/04/vlcsnap-2017-04-02-13h13m46s240.png)