ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ଶ୍ରୀଦେବୀଙ୍କ ଅଭିନୀତ ସିନେମା ‘ମମ୍’!

68

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ଡ୍ରାମାଟିକ ସିନେମା ‘ମମ୍’ । ଶ୍ରୀଦେବୀଙ୍କ ମୁଖ୍ୟ ଭୂମିକାରେ ଅଭିନୟ ରହିଛି । ସିନେମାରେ ଜଣେ ଶିକ୍ଷୟତ୍ରୀ ଭୂମିକାରେ ନଜର ଆସିଛନ୍ତି ଶ୍ରୀଦେବୀ । ମା, ଝିଅଙ୍କ କାହାଣୀକୁ ପରଦାରେ ତୋଳିଛନ୍ତି ନିର୍ଦ୍ଦେଶକ ରବି ଉଦୟବାର ।

ଶ୍ରୀଦେବୀଙ୍କ ବ୍ୟତୀତି ଏହି ସିନେମାରେ ଅକ୍ଷୟ ଖାନ୍ନା ଓ ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ପ୍ରମୁଖ ଭୁମିକାରେ ଅଭିନୟ ରହିଛି । ଶ୍ରୀଦେବୀଙ୍କ ଅଭିନୀତି ଏହାର ହେଉଛି ୩୦୦ତମ ସିନେମା । ‘ଇିଲିଂସ ଭିଲିଂସ’ ରିଲିଜର ବେଶ କିଛି ଦିନର ବ୍ୟବଧାନ ପରେ ଏକ ଦମଦାର ରୋଲ ସହ ପରଦାକୁ ଓହ୍ଲାଇଛନ୍ତି ଶ୍ରୀଦେବୀ ।