ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ଡ୍ରାମାଟିକ ସିନେମା ‘ମମ୍’ । ଶ୍ରୀଦେବୀଙ୍କ ମୁଖ୍ୟ ଭୂମିକାରେ ଅଭିନୟ ରହିଛି । ସିନେମାରେ ଜଣେ ଶିକ୍ଷୟତ୍ରୀ ଭୂମିକାରେ ନଜର ଆସିଛନ୍ତି ଶ୍ରୀଦେବୀ । ମା, ଝିଅଙ୍କ କାହାଣୀକୁ ପରଦାରେ ତୋଳିଛନ୍ତି ନିର୍ଦ୍ଦେଶକ ରବି ଉଦୟବାର ।
ଶ୍ରୀଦେବୀଙ୍କ ବ୍ୟତୀତି ଏହି ସିନେମାରେ ଅକ୍ଷୟ ଖାନ୍ନା ଓ ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ପ୍ରମୁଖ ଭୁମିକାରେ ଅଭିନୟ ରହିଛି । ଶ୍ରୀଦେବୀଙ୍କ ଅଭିନୀତି ଏହାର ହେଉଛି ୩୦୦ତମ ସିନେମା । ‘ଇିଲିଂସ ଭିଲିଂସ’ ରିଲିଜର ବେଶ କିଛି ଦିନର ବ୍ୟବଧାନ ପରେ ଏକ ଦମଦାର ରୋଲ ସହ ପରଦାକୁ ଓହ୍ଲାଇଛନ୍ତି ଶ୍ରୀଦେବୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/sridevi-mom-movie-first-look-poster.jpg)