ମୟୁରଭଞ୍ଜ : ଆଜି ୧୨ ଘଂଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି ମୟୁରଭଞ୍ଜ ଷ୍ଟୁଡେଂଟ ଆସୋସିଏସନ । ଅଲଚିକି ଭାଷାକୁ ନୁଆ ନୋଟରେ ସ୍ଥାନ ଦେବାକୁ ଦାବି କରିଛନ୍ତି ଏହି ଆସୋସିଏସନର କର୍ମକର୍ତ୍ତା । ଏହି ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଗଠନର ସଭାପତିଙ୍କ ସମେତ କିଛି କର୍ମକର୍ତ୍ତାଙ୍କୁ ଅଟକ ରଖାଯାଇଛି ।
ଅଲଚିକି ଭାଷାକୁ ନୂଆ ନୋଟରେ ସ୍ଥାନ ଦେବା ଦାବିରେ ମୟୁରଭଞ୍ଜବନ୍ଦ
/kanak/media/post_attachments/wp-content/uploads/2016/12/vlcsnap-2016-12-19-09h56m06s459.png)