କନକ ବ୍ୟୁରୋ : ଗଂଜାମ ଧରାକୋଟରେ ଅଟୋକୁ ଧକ୍କା ଦେଲା ଟାଟା ମ୍ୟାଜିକ ଗାଡି । ଧରାକୋଟ ନିକଟ ଢଉଗାଁରେ ଏହି ଦୁର୍ଘଟଣା ଘଟିଛି । ଅଟୋରେ ଗର୍ଭବତୀ ଝିଅକୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ଅଟୋକୁ ଧକ୍କା ଦେଇଛି ଟାଟା ମ୍ୟାଜିକ ଗାଡି । ଫଳରେ ଦୁର୍ଘଟଣାସ୍ଥଳରେ ମାଁର ମୃତ୍ୟୁ ହୋଇଛି ।

Advertisment