କନକ ବ୍ୟୁରୋ : ଗଂଜାମ ଧରାକୋଟରେ ଅଟୋକୁ ଧକ୍କା ଦେଲା ଟାଟା ମ୍ୟାଜିକ ଗାଡି । ଧରାକୋଟ ନିକଟ ଢଉଗାଁରେ ଏହି ଦୁର୍ଘଟଣା ଘଟିଛି । ଅଟୋରେ ଗର୍ଭବତୀ ଝିଅକୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ଅଟୋକୁ ଧକ୍କା ଦେଇଛି ଟାଟା ମ୍ୟାଜିକ ଗାଡି । ଫଳରେ ଦୁର୍ଘଟଣାସ୍ଥଳରେ ମାଁର ମୃତ୍ୟୁ ହୋଇଛି ।
ଗଂଜାମ : ଗର୍ଭବତୀ ଝିଅକୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ଅଟୋକୁ ଧକ୍କା ଦେଲା ଟାଟା ମ୍ୟାଜିକ, ଦୁର୍ଘଟଣାସ୍ଥଳରେ ମା ମୃତ
/kanak/media/post_attachments/wp-content/uploads/2017/04/5v.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)