ଗଂଜାମ : ପୋଲିସ ଏନକାଉଣ୍ଟରରେ ୨ଜଣ ଅପରାଧୀ ଆହତ

0

କନକ ବ୍ୟୁରୋ : ଗଂଜାମରେ ପୁଣି ଅପରାଧିଙ୍କୁ ଟାର୍ଗେଟ କରିଛି ପୋଲିସ । ପୋଲିସର ଏନକାଉଣ୍ଟରରେ ୨ ଜଣ ଅପରାଧୀ ଆହତ ହୋଇଛନ୍ତି । ଗଂଜାମ ଖଲିକୋଟ କହ୍ନେଇପୁରରେ ବିଳମ୍ବିତ ରାତିରେ ଏନକାଉଣ୍ଟର ହୋଇଛି । ଏଥିରେ ଅପରାଧୀ ମିଟୁ ପ୍ରଧାନ ଓ ଗୋ÷÷ରୀ ନାହାକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଅପରାଧିଙ୍କ ନିକଟରୁ ୨ଟି ବନ୍ଦୁକ ସହ ଅଫୁଟା ଗୁଳି ଓ ବାଇକ ଜବତ କରିଛି ।

Comments are closed.