କନକ ବ୍ୟୁରୋ : ଗଂଜାମରେ ପୁଣି ଅପରାଧିଙ୍କୁ ଟାର୍ଗେଟ କରିଛି ପୋଲିସ । ପୋଲିସର ଏନକାଉଣ୍ଟରରେ ୨ ଜଣ ଅପରାଧୀ ଆହତ ହୋଇଛନ୍ତି । ଗଂଜାମ ଖଲିକୋଟ କହ୍ନେଇପୁରରେ ବିଳମ୍ବିତ ରାତିରେ ଏନକାଉଣ୍ଟର ହୋଇଛି । ଏଥିରେ ଅପରାଧୀ ମିଟୁ ପ୍ରଧାନ ଓ ଗୋ÷÷ରୀ ନାହାକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଅପରାଧିଙ୍କ ନିକଟରୁ ୨ଟି ବନ୍ଦୁକ ସହ ଅଫୁଟା ଗୁଳି ଓ ବାଇକ ଜବତ କରିଛି ।
ଗଂଜାମ : ପୋଲିସ ଏନକାଉଣ୍ଟରରେ ୨ଜଣ ଅପରାଧୀ ଆହତ
/kanak/media/post_attachments/wp-content/uploads/2017/09/Screen-shot-2017-09-11-at-8.00.52-AM.png)