କନକ ବ୍ୟୁରୋ : ନକଲି ରିଫାଇନ୍ ତେଲ କାରଖାନା ଉପରେ ଚଢ଼ାଉ । କଟକ ଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ଥିବା ଏକ ରିଫାଇନ୍ ତେଲ କାରଖାନ ଉପରେ ଆକସ୍ମିକ ଭାବେ ଚଢ଼ାଉ କଲା ପୁଲିସ । ଏହି ଚଢ଼ାଉ ସମୟରେ ପୁଲିସ ଶହଶହ ନକଲି ରିଫାଇନ୍ ତେଲ ପ୍ୟାକେଟ ଜବତ କରିଛି ।
ସେହିପରି ଆଜି କଟକର ମାର୍କତନଗର ପୁଲିସ ଜାଲ ନୋଟ ଜବତ କରିଥିବା ଜଣାପଡ଼ିଛି । ଜବତ ହୋଇଥିବା ଜାଲ୍ ନୋଟର ମୂଲ୍ୟ ୧ଲକ୍ଷ ୬ହଜାର ଟଙ୍କା ହୋଇଥିବା ବେଳେ ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/Untitled-1-copy-21-750x430.jpg)