କନକ ବ୍ୟୁରୋ : ହିନ୍ଦୋଳ ବ୍ଳକ ଧୋବଣିନନ୍ଦ ଗାଁରେ ଭୟାଭୟ ଅଗ୍ନିକାଣ୍ଡ । ବିଦ୍ୟୁତ ସର୍ଟସକିର୍ଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ୨୦୦ରୁ ଅଧିକ ଘର ପୋଡ଼ିଯିବା ସହିତ ୨୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତିି । ନିଆଁକୁ ଆୟତ କରିବା ପାଇଁ ୨ଟି ଦମକଳ ନିୟୋଜିତ ହୋଇଛି । ମାତ୍ର ପବନ ଯୋଗୁ ନିଆଁକୁ ଆୟତ କରିବା ସହଜ ହେଉନି ।

Advertisment