କନକ ବ୍ୟୁରୋ : ମାଲବାହୀ ଟ୍ରେନ ଧକ୍କାରେ ମାଈ ହାତୀର ମୃତ୍ୟୁ । ବଣାଇ ବିମଳାଗଡ ରେଲୱେ ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ଆନୁମାନିକ ବୟସ ୧୨ ବର୍ଷ ହେବ । ବନବିଭାଗ ଘଟଣା ସ୍ଥଳରେ ପହିଂଚି ତଦନ୍ତ କରୁଛି । ବାଙ୍କି ରେଂଜର ପଟ୍ଟାସାହିରେ ରେଳ ଧାରଣା ପାର ହେଉଥିବା ସମୟରେ ଦୁର୍ଘଟଣାର ହାତୀର ମୃତୁ ହୋଇଥିବା ଜଣାପଡିଛି ।
ବଣାଇ : ବିମଳାଗଡ ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଧକ୍କାରେ ମାଈ ହାତୀର ମୃତ୍ୟୁ
/kanak/media/post_attachments/wp-content/uploads/2017/04/5b.jpg)